ସ୍ୱପ୍ନ ନେଇଛି ବାସ୍ତବ ରୂପ : ଡାକ୍ତର ହେବେ ବଣ୍ଡା ଛାତ୍ର
ମାଲକାନଗିରି/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଅପହଞ୍ଚ ଦୁର୍ଗମ ମାଲକାନଗିରି ଜିଲ୍ଲାର ଅନୁନ୍ନତ ବଣ୍ଡା ଘାଟି। ସାଧାରଣ ଜନଜୀବନ ଠାରୁ ଅନେକ ଦୂରରେ ଥିବା ଅଶିକ୍ଷିତ ବଣ୍ଡା ଜାତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏଠି ସବୁ ଅପହଞ୍ଚ । ଏପରି ନାହିଁ ନାହିଁ ଭିତରେ ବି ଉଜ୍ଜୀବୀତ ହୋଇଛି ଆଶା।!-->…