ଇଣ୍ଡିଗୋ ବିମାନରେ ବୋମା ଆତଙ୍କ : ନାଗପୁରରେ ଜରୁରୀକାଳୀନ ଅବତରଣ
ହାଇଦ୍ରାବାଦ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ବିମାନରେ ବୋମା ଆତଙ୍କ । ମଧ୍ୟପ୍ରଦେଶର ଜବଲପୁରରୁ ତେଲେଙ୍ଗାନାର ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନରେ ବୋମା ଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନାଗପୁରକୁ ଡାଇର୍ଭଟ କରିଦିଆଯାଇଛି । ଇଣ୍ଡିଗୋ ବିବୃତ୍ତି ଅନୁଯାୟୀ,!-->…