ପ୍ୟାରିସ ପାରାଲିମ୍ପିକ୍ସ : ୬ଷ୍ଠ ଦିନରେ ଭାରତ ଆଣିଲା ୫ ପଦକ
ନୂଆଦିଲ୍ଲୀ/ଭୁବନେଶ୍ୱର,୦୪-୦୯-୨୪(ପିପିଏସ) : ପ୍ୟାରିସ ପାରାଅଲିମ୍ପିକ୍ସରେ ଜାରି ରହିଛି ମେଡାଲ ବର୍ଷା। ଚମକୁଛନ୍ତି ଭାରତୀୟ ପାରା ଆଥଲେଟ୍। ଷଷ୍ଟ ଦିନରେ ଭାରତକୁ ମିଳିଛି ୫ଟି ପଦକ। ଏହାକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି।
ଷଷ୍ଠ ଦିନରେ ଜାଭଲିନ୍, ହାଇଜମ୍ପ ଓ ୪୦୦!-->!-->!-->…