ମହାଷ୍ଟମୀରେ ମାଆଙ୍କ ଆଶୀର୍ବାଦ ନେଲେ ଶ୍ରଦ୍ଧାଳୁ
ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ଶାରଦୀୟ ଦୁର୍ଗାପୂଜା ଅବସରରେ ଶୁକ୍ରବାର ମଣ୍ଡପରେ ମା’ଙ୍କର ମହାଷ୍ଟମୀ ପୂଜାର୍ଚ୍ଚନା ଜାରି ରହିଛି। ଶ୍ରଦ୍ଧାଳୁମାନେ ପରିବାରର ଶୁଭକାମନା ମନାସୀ ମା’ ଦୁର୍ଗତିନାଶିନୀଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି। ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଗହଳି ଲାଗିଛି। ଭୁବନେଶ୍ବରର ପ୍ରମୁଖ ଛକରେ ଲୋକାରଣ୍ୟ ହୋଇଛି।/sambad/media/media_files/fAqzihsFiGsdC9ffj8h8.jpg)
ଡମଣା ଦୁର୍ଗାପୂଜା
/sambad/media/media_files/kDT1rh57Y51OUIH7C2ln.jpg)
ବାଲିପାଟଣା ଦୁର୍ଗାପୂଜା
/sambad/media/media_files/CJMEvlJoEefAPT69AyxC.jpg)
ଚନ୍ଦ୍ରଶେଖରପୁର
/sambad/media/media_files/YbAD6bdKaP0YfWO5f2Ei.jpg)
ଗଣ୍ଡରପୁର, ଭୁବନେଶ୍ବର
ଚନ୍ଦ୍ରଶେଖରପୁର, ଭୁବନେଶ୍ବର
/sambad/media/media_files/bda-colony-durgapuja-committee.jpg)
ବିଡିଏ କଲୋନି, ଭୁବନେଶ୍ବର
/sambad/media/media_files/damana-durga-puja-commitee.jpg)
ଡମଣା ଦୁର୍ଗାପୂଜା
/sambad/media/media_files/m49.jpg)
ଝାରପଡ଼ା, ଭୁବନେଶ୍ବର
/sambad/media/media_files/rasulgarh-durga-puja.jpg)
ରସୁଲଗଡ଼, ଭୁବନେଶ୍ବର
/sambad/media/media_files/m50.jpg)
ବମିଖାଲ, ଭୁବନେଶ୍ବର
/sambad/media/media_files/m13.jpg)
ନୟାପଲ୍ଲୀ, ଭୁବନେଶ୍ବର
/sambad/media/media_files/m15a.jpg)
ବାଣୀବିହାର, ଭୁବନେଶ୍ବର
/sambad/media/media_files/saheed-nagar.jpg)
ସହିଦ ନଗର, ଭୁବନେଶ୍ବର
/sambad/media/media_files/station-bazar.jpg)
ଷ୍ଟେସନବଜାର, ଭୁବନେଶ୍ବର