Monthly Archives

September 2024

ଜିଦ୍‌ରେ ଅଟଳ ନର୍ସିଂ ସଂଘ

ଶୁକ୍ରବାରଠାରୁ ଜରୁରୀକାଳୀନ ସେବା ଠପ୍ ପାଇଁ ଚେତାବନୀ ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ରାଜ୍ୟ ସରକାରଙ୍କ ଏସମାକୁ ଅଣଦେଖା କରି ନର୍ସିଂ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଦ୍ୱିତୀୟ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିଛି। ସରକାରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଗୁରୁବାର  ନର୍ସିଂ ସଂଘ

ବାରବାଟୀ ଗଡ଼ର କୁଳଦେବୀ ମା’ ଗଡ଼ଚଣ୍ଡୀ

ପାର୍ବଣରେ ମହାମାୟୀ କଟକ,୨୫-୦୯-୨୦୨୪(ପିପିଏସ): (ବିଜୟ କୁମାର ପଣ୍ଡା)ବାରବାଟୀ ଗଡ଼ର କୁଳଦେବୀ ହେତୁ ସେ ମା’ ଗଡ଼ଚଣ୍ଡୀ ଭାବେ ପରିଚିତ। ଓଡ଼ିଶାରେ ରାଜତନ୍ତ୍ର ଶାସନରେ କଟକ ରାଜଧାନୀ ଥିଲା। ବାରବାଟୀ ଦୁର୍ଗରେ ରାଜ ପରିବାରଙ୍କ ସମେତ ରାଜ କର୍ମଚାରୀ ଓ ସେମାନଙ୍କ ପରିବାର ରହୁଥିଲେ।

କମିସନରେଟ୍‌ ପୁଲିସର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଏଥର ପାର୍ବଣରେ ବାଜିବନି ଡିଜେ ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ) : ଚଳିତ ବର୍ଷ ରାଜଧାନୀ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମାହିତ କରିବାକୁ ଆଜି କମିସନେରଟ୍‌ ପୁଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏହି

କାନ୍ଦିଲେ ଶ୍ରେୟା ଭାବବିହ୍ବଳ ହେଲେ ବିଗବି

‘କୌନ ବନେଗା କରୋଡ଼ପତି’ର ସୋ ରେ ବୃଦ୍ଧାଙ୍କ ଦୁଃଖ ବଖାଣିଲେ ସୋନୁ କାନ୍ଦି‌ଲେ ଶ୍ରେୟା ଭାବବିହ୍ବଳ ହେଲେ ଦର୍ଶକ ଓ ବିଗବି। ଲେଖକ ପୁଅ ନିର୍ଯାତନା ଦେଇ ମା’ର ଜୀବନ ନେଲା। ମୁମ୍ବାଇ/ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ‘କୌନ ବନେଗା କରୋଡ଼ପତି’ର ନିକଟତର ଅଧ୍ୟାୟରେ କଣ୍ଠଶିଳ୍ପୀ ଶ୍ରେୟା

ଓଡ଼ିଶାରେ ଲୁଚିଛି ହତ୍ୟାକାରୀ!

ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): କର୍ଣ୍ଣାଟକ ବେଙ୍ଗାଲୁରୁରେ ବହୁଚର୍ଚ୍ଚିତ ମହାଲକ୍ଷ୍ମୀଙ୍କ ହତ୍ୟା ଘଟଣାରେ ଗୁରୁତୁପୁର୍ଣ୍ଣ ସୂଚନା ଦେଇଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର | ସେ ଆଜି କହିଛନ୍ତି ଯେ ୨୯ ବର୍ଷ ବୟସ୍କା ମହିଳାଙ୍କ ନିର୍ମମ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ

ଶହେ କୋଟି ମାଗିଲା ସ୍କୁଲ କବ୍‌ଜା କରିଥିବା ଯୁବକ!

ସୁନ୍ଦରଗଡ/ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ଶହେ କୋଟି ମାଗିଲା ସ୍କୁଲ କବଜାକାରୀ । ସୁନ୍ଦରଗଡ଼ ମହୁଲପଦା ଥାନା ବଡ଼ଜଲ ସ୍କୁଲକୁ କବଜା କରି ଆତଙ୍କରାଜ ଚଳାଇଥିବା ଯୁବକ ଶେଷରେ ୮ରୁ ୧୦ ପୃଷ୍ଠା କାଗଜରେ ଦାବି ଲେଖି ଦଉଡ଼ିରେ କୋଠା ତଳକୁ ପକାଇଛି । ସେଥିରେ ମୋତେ ଶହେ କୋଟି ଦରକାର ବୋଲି

ସତ୍ୟନଗର ଦୁର୍ଗାପୂଜା କମିଟି:ଏଥର ଗଙ୍ଗାମାତା ଭବନ ତୋରଣ

ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ପ୍ରତିବର୍ଷ ନିଆରା ତଥା ଆକର୍ଷଣୀୟ ତୋରଣ ପାଇଁ ଚର୍ଚ୍ଚାରେ ରହୁଥିବା ସତ୍ୟନଗର ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମଧ୍ୟ ପରଂପରା ବଜାୟ ରଖିବାଲାଗି ସବୁ ଆୟୋଜନ କରାଯାଇଛି। ଏଥର ଶୋଭା ପାଇବ ଗଙ୍ଗାମାତାଙ୍କ ଭବନ। ଚଳିତ ବର୍ଷ ତୋରଣର ଉଚ୍ଚତା ରହିଛି

ନାକରେ ରୁମାଲ ବାନ୍ଧି ଚିକିତ୍ସାକଲେ ଡାକ୍ତର

ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): କ୍ୟାପିଟାଲ  ହସ୍ପିଟାଲର ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଫଳରେ ହସ୍ପିଟାଲ ପରିସରରୁ ଆଜି ମଧ୍ୟ ଅଳିଆ ଉଠି ପାରିନାହିଁ। ତେଣୁ ଆଜି ହସ୍ପିଟାଲ ଦୁର୍ଗନ୍ଧରେ ଫାଟି ପଡ଼ିଥିଲା। ଡାକ୍ତର ନାକରେ ରୁମାଲ ବାନ୍ଧି ରୋଗୀ ଚିକିତ୍ସା

 ସୁଭଦ୍ରା ଯୋଜନାରେ ୯୨ ଲକ୍ଷ ଆବେଦନ: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ଏଯାଏ ୯୨ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି। ଏନେଇ ଆଜି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ସଂଖ୍ୟ ସପ୍ତାହକ ଭିତରେ ଏକ କୋଟି ଛୁଇଁବ ବୋଲି ସେ ଆଶା ପ୍ରକାଣ କରିଛନ୍ତି।

ଆନ୍ଦୋଳନ ଜାରିରଖିବେ ନର୍ସ

ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ ହୋଇଛି। ନର୍ସିଂ କର୍ମଚାରୀମାନେ ଆସନ୍ତାକାଲି (୨୦୨୪ ସେପ୍ଟେମ୍ବର ୨୬) ଯାଏଁ ଜରୁରୀକାଳୀନ ସେବାରେ ନିୟୋଜିତ ହେବାକୁ ସ୍ଥିର କରିଛନ୍ତି। ଏହା ପରେ ସେପ୍ଟେମ୍ବର ୨୭ ତାରିଖ ଠାରୁ