Monthly Archives

September 2024

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୫ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ପୁଲିସଙ୍କ ଆଚରଣ-ଉଚ୍ଚାରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ

ସପ୍ତାହକ ମଧ୍ୟରେ ମହିଳା ହିଂସା ତଥ୍ୟ ଲୋଡିଲେ ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀ ସମ୍ବୋଧିତ କରି କହିଛନ୍ତି ମୋ ରାଜ୍ୟର ପୁଲିସ ବିଭାଗଠାରୁ ଅତ୍ୟନ୍ତ ଉଚ୍ଚକୋଟୀର ସେବା ମୁଁ ଆଶା କରୁଛି। ଯାହାଦ୍ବାରା

୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ଭଦ୍ରକ/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥରମାଡ଼ କରିଥିଲେ। ଫଳରେ ୨ ପୁଲିସ ଅଧିକାରୀ ଆହତ ହୋଇଥିଲେ। ଘଟଣାସ୍ଥଳକୁ ଯାଇଥିବା

ରାଉରକେଲା ଷ୍ଟିଲ୍‌ପ୍ଲାଣ୍ଟରେ ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ରାଉରକେଲା/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ରାଉରକେଲା ଷ୍ଟିଲ୍‌ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍‌ପ୍ଲାଣ୍ଟର ଏସ୍‌ଏମ୍‌ଏସ୍‌- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏହି ଘଟଣାରେ ୫ ଶ୍ରମିକ ଗୁରୁତର ଆହତ ହୋଇଥିବା କୁହାଯାଉଛି ।  ଗୁରୁତର ଆହତ

ନର୍ସିଂ ସଂଘ ଆନ୍ଦୋଳନ ଜାରି

ଏସ୍‌ସିବିରେ ଜେନେରାଲ୍ ଓଟି ବନ୍ଦ,କ୍ୟାପିଟାଲ ହସ୍ପିଟାଲ ଜାରି କଲା ନିର୍ଦ୍ଦେଶନାମା ଭୁବନେଶ୍ବର/କଟକ,୨୮-୦୯-୨୦୨୪(ପିପିଏସ) : ଶନିବାରଠୁ ନର୍ସିଂ ସଂଘର ଅହୋରାତ୍ର କାର୍ଯ୍ୟବନ୍ଦ ଆନ୍ଦୋଳନ । ୧୦ ଦଫା ଦାବିରେ ଅଟଳ ନର୍ସିଂ ଅଫିସର । ରୋଗୀ ସେବା ଗୁରୁତର ପ୍ରଭାବିତ । ରାଜ୍ୟରେ ନର୍ସିଂ

ଶ୍ରୀମନ୍ଦିର ରୋଷଘର ଘିଅ ସହ ଯାଞ୍ଚ ହେବ ଅବଢ଼ାର ମାନ

ସୁପକାର ସେବକଙ୍କ ମତ ଅମୁଣିଆ ଯାଞ୍ଚ ଠିକ୍ । ମହାପ୍ରସାଦ ମାନ ପରୀକ୍ଷଣକୁ ଦର୍ଶାଇଲେ ଶାସ୍ତ୍ର ବିରୋଧୀ । ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଶ୍ରୀମନ୍ଦିରରେ ମହାପ୍ରସାଦର ହେବ ମାନ ଯାଞ୍ଚ । ରୋଷ ଘରକୁ ଯାଉଥିବା ସାମଗ୍ରୀ ହେଉ କି ସେଠୁ ବାହାରୁଥିବା ଅବଢ଼ା, ସବୁର ହେବ ମାନ ପରୀକ୍ଷଣ।

ନର୍ସିଂ ଆନ୍ଦୋଳନ ବଢ଼ାଇଲାଣି ଚିନ୍ତା ! ସ୍ୱାସ୍ଥ୍ୟସେବା ଠପ୍‌, ରୋଗୀ ହୀନସ୍ତା

ଆଜି ସିରିଞ୍ଜ ଛାଡ୍, କାଲିଠୁ ଅହୋରାତ୍ର ଧାରଣା ଚେତାବନୀ । ନର୍ସ ସଂଘକୁ ଆନ୍ଦୋଳନରୁ ଓହରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅପିଲ୍ । ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ମେଡ଼ିକାଲରେ ଦୟନୀୟ ହେଲାଣି ରୋଗୀଙ୍କ ଅବସ୍ଥା । ହିମୋଗ୍ଲୋବିନ୍ କମିଯାଇଥିବା କାହା ପିଲାକୁ ଦିଆଯାଇପାରୁନି ରକ୍ତ ତ

ବିଷ ବଳୟରେ ତାଳଚେର

ଦେଶର ଆର୍ଥିକ ବିକାଶ‌ରେ ତାଳଚେରର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଦେଶ ସ୍ବାଧୀନତା ଲାଭ କରିବା ପୂର୍ବରୁ ତାଳଚେରରେ କୋଇଲା ଖଣିର ସନ୍ଧାନ ମିଳିଥିଲା। ଏଥିରୁ ମିଳୁଥିବା ବିପୁଳ ରାଜସ୍ବ ଦେଶର ଆର୍ଥିକ ସମ୍ବଳ ବୃଦ୍ଧି କରୁଛି। ତାଳଚେର/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଦେଶର

ଏଥର ମା’ଙ୍କ ପାଇଁ ୧୦୦ କୋଟିର ଅଳଙ୍କାର

ଏଥର କଟକ ଦଶହରାରେ ପୂଜାମଣ୍ଡପଗୁଡ଼ିକରେ ପାଖାପାଖି ୧୦୦ କୋଟି ଟଙ୍କାର ରୁପା ଓ ସୁନା ଅଳଙ୍କାରରେ ସଜେଇ ହେବେ ମା’। ବିଭିନ୍ନ କାରଣରୁ ଏଥର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। କଟକ,୨୭-୦୯-୨୦୨୪(ପିପିଏସ) : ଏଥର କଟକ ଦଶହରାରେ

ଭରତପୁର ଥାନା ମାମଲା: ସତ କାଢ଼ିବ ସାଇଣ୍ଟିଫିକ୍‌ ଟେଷ୍ଟ

ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ସତରେ ସେଦିନ ରାତିରେ ଭରତପୁର ଥାନାରେ ଘଟିଥିଲା କ’ଣ? ରାତି ଅଧରେ ଅଭିଯୋଗ କରିବାକୁ ଆସିଥିବା ଜଣେ ଯୁବତୀ ଓ ସାଙ୍ଗରେ ଥିବା ଭାରତୀୟ ସେନାର କ୍ୟାପ୍‌ଟେନ୍‌ଙ୍କୁ ପୁଲିସ ନିର୍ଯାତନା ଦେଲା ଏବଂ ପୀଡ଼ିତାଙ୍କୁ କୋର୍ଟ ଚାଲାଣ କରିଥିଲା। କ୍ୟାପ୍‌ଟେନ୍‌ଙ୍କୁ