Monthly Archives

September 2024

ସ୍ୱପ୍ନ ଫାଉଣ୍ଡେସନ୍ ଓ କମିଶନରେଟ ପୋଲିସ ପକ୍ଷରୁ ବିଶାଳ ରକ୍ତଦାନ ଶିବିର

ରକ୍ତଦାନ ପାଇଁ ଉତ୍ସାହିତ କଲେ ସୀନେଷ୍ଟାର କଟକ,୩୦-୦୯-୨୦୨୪ (ପିପିଏସ) : ରାଜ୍ୟରେ ଏବେ ରକ୍ତର ବହୁତ ଅଭାବ ଦେଖା ଦେଇଛି । ଯାହାଦ୍ୱାରା ବହୁତ ରୋଗୀ ଓ ଥାଲାସିମିଆ ରୋଗରେ ପୀଡିତ ଛୋଟ ଛୋଟ ଛୁଆମାନେ ରକ୍ତ ନପାଇ ଏମିତିକି ରୋଗୀଙ୍କ ପରିଜନ ରକ୍ତ ଭଣ୍ଡାର ଆଗରେ ଦୈନଦିନ ଘଂଟା ଘଂଟା

ଭିନ୍ନ ଭିନ୍ନ ସ୍ଥାନରେ ୫ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ମାଲକାନଗିରି ସୀମାନ୍ତ ଛତିଶଗଡରେ ଲଗାତାର ଅପରେସନ ଚାଲୁଥିବାରୁ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କଲେଣି। ଏହି କ୍ରମରେ ଦନ୍ତେଵାଡା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ

କ’ଣ ପାଇଁ କମ୍ପାନୀମାନେ ସ୍କୁଟରରେ ବନ୍ଦ କରିଦେଲେ ଷ୍ଟେପିନ?

ପୂର୍ବରୁ ସ୍କୁଟରଗୁଡିକ ପଛରେ ଷ୍ଟେପିନ ଟାୟାର ବ୍ୟବହାର କରାଯାଉଥିଲା, ଯାହା ପଙ୍କଚର କ୍ଷେତ୍ରରେ ବ୍ୟବହୃତ ହେଉଥିଲା | ଏହି ଅତିରିକ୍ତ ଟାୟାର ଦିଆଯାଇଥିଲା ଯାହା ଦ୍ୱାରା ଯଦି ସ୍କୁଟରଟି ପଙ୍କଚର ହୋଇଯାଏ, ଚାଳକ  ଏହାକୁ ବଦଳାଇ ପାରିବ | କିନ୍ତୁ ଆଜିର ସ୍କୁଟରରେ ଏହି

ଜିଲ୍ଲାପାଳ ଓ ଏସପି ଦ୍ଵିତୀୟ ସମ୍ମିଳନୀ

ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବୋଧିତ କରି କହିଛନ୍ତି ମୋ ରାଜ୍ୟର ପୁଲିସ ବିଭାଗଠାରୁ ଅତ୍ୟନ୍ତ ଉଚ୍ଚକୋଟୀର ସେବା ମୁଁ ଆଶା କରୁଛି। ଯାହାଦ୍ବାରା ଆଗାମୀ ଦିନରେ ମୁଁ ଗର୍ବର ସହିତ କହିପାରିବି ଯେ,

ଅକ୍ଟୋବର ୨ରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ

ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ ଓ ବିଶିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଆସନ୍ତା ଅକ୍ଟୋବର ୨ତାରିଖରେ ଭୁବନେଶ୍ୱର ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ସମାରୋହ ପାଳନକରାଯିବ

୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ

ପାଟନାଗଡ/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ପାଟଣାଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଗୁ ହେବ। ରିପୋର୍ଟ ଅନୁଯାୟୀ, ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଅନୁଷ୍ଠାନ ଏବଂ ସେବା ଏହି ସମୟରେ ବନ୍ଦ ରହିଛି। ପାଟଣାଗଡ଼ରେ ରେଳ

ଠପ ହେବ ଟ୍ରାମ ସେବା!

କୋଲକାତା/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ପଶ୍ଚିମବଙ୍ଗର କୋଲକାତାରେ ଟ୍ରାମ ସର୍ଭିସ କେବଳ ଯେ ଟ୍ରାନ୍ସପୋର୍ଟ ମୋଡ଼ ତାହା ନୁହେଁ ଏହା ହେଉଛି ୧୫୦ବର୍ଷର ପୁରୁଣା ଇତିହାସ। କୋଲକାତାବାସୀଙ୍କ ଏହି ଟ୍ରାମ ସର୍ଭିସ ସହିତ ଗଭୀର ଭାବେ ଜଡ଼ିତ।  ପ୍ରକାଶିତ ରିପୋର୍ଟ ମୁତାବକ,‘ ପଶ୍ଚିମବଙ୍ଗର

ଅଧାରେ ରହିଲା ପୁରୀ ତ୍ରୀର୍ଥଯାତ୍ରା

ଜଳେଶ୍ବର/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଅଧାରେ ରହିଲା ପୁରୀ ତ୍ରୀର୍ଥଯାତ୍ରା। ଉତ୍ତର ପ୍ରଦେଶରରୁ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍‌ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥର ମହମ୍ମଦନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି

ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତା

ମାଣିଆବନ୍ଧ ପୁରସ୍କୃତ,ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛି ଓଡ଼ିଶାର ମାଣିଆବନ୍ଧ ଗାଁ। ବୟନଶିଳ୍ପୀ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଟକ ଜିଲ୍ଲାର ମାଣିଆବନ୍ଧ ଗାଁକୁ

ଡିସେମ୍ବର ସୁଦ୍ଧା ୪୦୦୦ କୋଟି ଋଣ ଆଣିବ ଓଡ଼ିଶା

ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ରାଜ୍ୟ ସରକାର ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ୪୦୦୦ ‌କୋଟି ଟଙ୍କା ଋଣ କରିବେ। ନଭେମ୍ବର ଓ ଡିସେମ୍ବରରେ ସରକାର ଏହି ଋଣ ଆଣିବାକୁ ଯୋଜନା ରଖିଛନ୍ତି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ସରକାର ନଭେମ୍ବର ମାସରେ ୧୦୦୦