Monthly Archives

September 2024

ବାଣୀବିହାରରେ ଲାଗିଲା କଳଙ୍କର ଦାଗ : ଛାତ୍ରୀଙ୍କୁ ‌ବରିଷ୍ଠ ପ୍ରଫେସରଙ୍କ ଯୌନ ନିର୍ଯାତନା ଅଭିଯୋଗ

ବରିଷ୍ଠ ପ୍ରଫେସରଙ୍କ ବିରୋଧରେ ମାସେ ତଳୁ ହୋଇଛି କୁଳପତିଙ୍କୁ ଚିଠି ଘଟଣା ସମ୍ପର୍କରେ ଅବଗତ ଥାଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ କର୍ତ୍ତୃପକ୍ଷ ପ୍ରଫେସରଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ଭୁବନେଶ୍ବର,୧୫-୦୯-୨୦୨୪(ପିପିଏସ) : ବାଣୀବିହାର ତଥା ଉତ୍କଳ

୪ର୍ଥ ସର୍ବଭାରତୀୟ ରାଜଭାଷା ସମ୍ମିଳନୀ ଉଦଘାଟିତ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ) : ଶନିବାର ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭାରତ ମଣ୍ଡପମ୍ ରେ ହିନ୍ଦୀ ଦିବସ ଏବଂ ଚତୁର୍ଥ ସର୍ବଭାରତୀୟ ରାଜଭାଷା ସମ୍ମିଳନୀର ଉଦଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ତଥା

ସମାଜର ଦୁର୍ବଳଶ୍ରେଣୀଙ୍କୁ ସେବା ବର୍ତ୍ତମାନର ଆହ୍ୱାନ : ପ୍ରଫେସର ସାନ୍ୟାଲ୍

ସ୍ୱରାଜ ଆଶ୍ରମ ପରିଦର୍ଶନ କଲେ ହରିଜନ ସେବକ ସଂଘ ରାଷ୍ଟ୍ରୀୟ ସଭାପତି ବର୍ଷକ ମଧ୍ୟରେ ପ୍ରସ୍ତୁତ ହେବେ ୧ହଜାର ‘ଗାନ୍ଧୀ ସେବକ’ ଦିଲ୍ଲୀ ମୁଖ୍ୟାଳୟରେ ପାଳନ ହେବ ଡକ୍ଟର ମହତାବଙ୍କ ୧୨୫ତମ ଜୟନ୍ତୀ ‘ଗାଁ ଓ ବସ୍ତିରେ ସେବାପାଇଁ ଏକ ଘଣ୍ଟା ଅଭିଯାନ’ର ଶୁଭାରମ୍ଭ କଟକ,୧୪-୦୯-୨୦୨୪

ରିହାତି ଦରରେ ପିଆଜ ବିକ୍ରି

ନୂଆଦିଲ୍ଲୀ/ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ପିଆଜ ଦର ବୃଦ୍ଧି ଯୋଗୁ ଅସୁବିଧାରେ ପଡ଼ିଥିବା ଜନସାଧାରଣଙ୍କୁ ଶନିବାର ଦିନ ବ୍ୟାପାର ମନ୍ତ୍ରଣାଳୟ କିଛି ଆଶ୍ବସ୍ତି ପ୍ରଦାନ କରିଛି। ସେପ୍ଟେମ୍ବର ୫ରୁ ସରକାର ସବସିଡିଯୁକ୍ତ ପିଆଜ ବିକ୍ରୟ ପାଇଁ ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ଖବର ଆସୁଛି

ଓଡ଼ିଶାର ୧୦ ଲକ୍ଷ  ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହି ଦିନ ସେ ଓଡ଼ିଶାର ୧୦ ଲକ୍ଷ  ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ। ଏନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ। ଖାଲି ସେତିକି ନୁହେଁ, ଆସନ୍ତା ୧୭

 ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ

ନିଜ ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି କଟକ ମହାନଗରର ମହାନଦୀ ବିହାର ଅଞ୍ଚଳରେ। ଏଣେ ହତ୍ୟାକାଣ୍ଡ ଘଟାଇବା ପରେ ଜଣେ ପୁଅ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। କଟକ-୧୪-୦୯-୨୦୨୪(ପିପିଏସ):

ଖଣ୍ଡଗିରି ଥାନାରେ ନାଇଜେରୀୟ ପର୍ଯ୍ୟଟକ

ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ଆଜି ରାତି ପ୍ରାୟ ୧୨ଟା ସମୟରେ ଖଣ୍ଡଗିରି ପୁଲିସ ଜଣେ ନାଇଜେରୀୟ ପର୍ଯ୍ୟଟକଙ୍କୁ ଥାନାକୁ ଉଠାଇଆଣିଛି। ତାଙ୍କର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ଚର୍ଚ୍ଚା ହେଉଛି ଯେ ପୁଲିସ ଉକ୍ତ ଯୁବକଙ୍କ ନିକଟରୁ ପ୍ରାୟ ୨ଲକ୍ଷ ନଗଦ ଟଙ୍କା ଜବତ କରିଛି। ‌ତେବେ ସେ

ଆପାର୍ଟମେଣ୍ଟରୁ ୩୦ ଭରି ସୁନା ଲୁଟ୍

କଟକ/ ୧୪-୦୯-୨୦୨୪(ପିପିଏସ): ବାରଙ୍ଗ ଥାନା ଅଧୀନ ବେଲଗଛିଆ ଗ୍ରାମ ନିକଟ ଶାନ୍ତିବନ ଆପାର୍ଟମେଣ୍ଟର ଏକ ଘରୁ ୩୦ ଭରି ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଆପାର୍ଟମେଣ୍ଟର ପଛପାଖ ଜଙ୍ଗଲିଆ ଅଞ୍ଚଳରୁ ପାଚେରି ଡେଇଁ ଭିତରେ ପଶି ଲୁଟ୍‌ କରିଥିବା ସିସିଟିଭି

୨-୧ ଗୋଲ୍‌ରେ ପାକିସ୍ତାନକୁ ପରାଜିତ କଲା ଭାରତ

ବେଜିଂ/ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ଏସିଆନ ହକି ଚାମ୍ପିଅନ୍ସ ଟ୍ରଫିରେ ଶନିବାର ପାକିସ୍ତାନକୁ ୨-୧ ରେ ପରାସ୍ତ କରି ଭାରତୀୟ ହକି ଦଳ କ୍ରମାଗତ ପଞ୍ଚମ ବିଜୟ ପଞ୍ଜିକରଣ କରିଛି। କ୍ୟାପଟେନ ହରମନପ୍ରୀତ ସିଂ ଭାରତ ପାଇଁ ଉଭୟ ଗୋଲ ସ୍କୋର କରିଛନ୍ତି। ପାକିସ୍ତାନ ପାଇଁ ଏକମାତ୍ର ଗୋଲ

ସମ୍ବର ଶିକାର କରି ଶିକାରୀ ଗିରଫ

କପ୍ତିପଦା/ଭୁବନେଶ୍ୱର,୧୪-୦୯-୨୦୨୪ (ପିପିଏସ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲର ବିକାଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବନ୍ୟଜନ୍ତୁଙ୍କୁ ନିରାପଦରେ ରଖିବା ପାଇଁ ଜଙ୍ଗଲରେ ବୃକ୍ଷରୋପଣ, ପିଇବା ପାଇଁ ପାଣିର ବ୍ୟବସ୍ଥା, ଜଗୁଆଳି ମୁତୟନ