ଡାକ୍ତର ହେବ ଦିନ ମଜୁରିଆଙ୍କ ପୁଅ : ବାଧକ ସାଜିଛି ଅର୍ଥ
କନ୍ଧମାଳ/ଭୁବନେଶ୍ୱର,୨୧-୦୯-୨୦୨୪(ପିପିଏସ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗାଁର ଦିନ ମଜୁରିଆ ବାପା ମା’ଙ୍କ ପୁଅ ହେବାକୁ ଯାଉଛନ୍ତି ଡାକ୍ତର । ପିନ୍ଧିବ ଧଳା ଆପ୍ରନ, ବେକରେ ପକାଇବ ଷ୍ଟେଥୋସ୍କୋପ । ପୁଅ ନିଟ୍ ପରୀକ୍ଷାରେ ପାସ୍ କରିବା ପରେ ମେଡିକାଲରେ ସିଟ୍ ବି!-->…