Monthly Archives

August 2024

ଚବିଶ ଘଣ୍ଟା ମଧ୍ୟରେ ହତ୍ୟାକାରୀକୁ ଧରିଲା ପୋଲିସ : ସିସିଟିଭି ରୁ ମିଳିଲା ସୁରାଗ

ନୟାଗଡ଼,୯/୮: ନୟାଗଡ ଜିଲ୍ଲା ଶରଣକୁଳ ଥାନା ହରିପୁର ଗାଁର ରାଜକିଶୋର ବରାଡ଼ଙ୍କୁ ପଥରରେ ଛେଚି ହତ୍ୟା ମାମଲାର ପର୍ଦାଫାଶ କରିଛି ପୁଲିସ l ଘଟଣା ଘଟିବାର ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ ହୋଇଛି l ଗିରଫ ଅଭିଯୁକ୍ତ ଜଣକ ହେଲା ଶରଣକୁଳ ଅଞ୍ଚଳର ଜିତେନ୍ଦ୍ର କୁମାର ମହାପାତ୍ର। ଗତ ବୁଧବାର

କାର୍ଯ୍ୟ ରେ ଯୋଗଦେଲେ ଜଗତସିଂହପୁର ଜିଲ୍ଲାର ନୂଆ ଜିଲ୍ଲାପାଳ ଜେ. ସୋନାଲ

ଜଗତସିଂହପୁର, ୯/୮: ଶୁକ୍ରବାର ଅପରାହ୍ନ ରେ ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଶ୍ରୀ ଜେ ସୋନାଲ l ଭାରତୀୟ ପ୍ରସାଶନିକ ସେଵା 2018 ବ୍ଯାଚ ର ଆଇ.ଏ.ଏସ୍. ଶ୍ରୀ ସୋନାଲ ପୂର୍ବରୁ ବୌଦ୍ଧ ଜିଲ୍ଲା ର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଜିଲ୍ଲାପାଳ

ଏସ.ସି.ବି. ମେଡିକାଲ୍ କ୍ରେନ୍ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ,୯/୮: କଟକ ସ୍ଥିତ ଏସସିବି ମେଡିକାଲର ନୂଆ କୋଠା ନିର୍ମାଣବେଳେ କ୍ରେନ୍ ଖସିଯାଇ ୩ଜଣ ଆହତ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ୩ଜଣ ଆହତଙ୍କୁ ଆଜି ସନ୍ଧ୍ୟାରେ ରାଜ୍ୟ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ବ୍ରିଜ୍ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁପଡ଼ିଲେ ଦମ୍ପତି

କଟକ,୯/୮: ବ୍ରିଜ୍ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁପଡ଼ିଲେ ଦମ୍ପତି । ଶୁକ୍ରବାର ସନ୍ଧ୍ୟା ସମୟରେ ଏପରି ହୃଦୟବିଦାରକ ଘଟଣା କଟକ ତ୍ରିଶୁଳିଆ ବ୍ରିଜ୍ରେ ଘଟିଛି । ଉଭୟଙ୍କ ଘର ବାଙ୍କୀ ବାଆଁରା ରାମଚନ୍ଦ୍ର ଅଞ୍ଚଳରେ । ପାରିବାରିକ କଳହରୁ ଉଭୟ ଭରା ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି ।

ପ୍ରଜାତନ୍ତ୍ର ଓଡ଼ିଆ ଅସ୍ମିତାର ପ୍ରତିନିଧି: ମୁଖ୍ୟମନ୍ତ୍ରୀ

ବିଷୁବ ମଣ୍ଡପରେ ୭୭ ତମ ବାର୍ଷିକୋତ୍ସବ କଟକ,୯/୮/୨୪(ପିପିଏସ): ୧୯୨୪ ଅକ୍ଟୋବରରେ ଡକ୍ଟର ମହତାବ ଲେଖିଥିଲେ, ପ୍ରଜାତନ୍ତ୍ର କେବେ ହେଁ କାହାର ଖୋସାମତ କରିବ ନାହିଁ କିମ୍ବା ସତ୍ୟରୁ ବିଚଳିତ ହେବନାହିଁ । ଗୋଟିଏ ସମ୍ବାଦପତ୍ରର ଭୂମିକାକୁ ଏହିଭଳି ସରଳ ଭାଷାରେ ପ୍ରକାଶ କରିଥିଲେ ଡକ୍ଟର

ଜୈବିକ ପ୍ରଣାଳୀରେ ଧାନଚାଷ ତାଲିମ ଶିବିର

ଢେଙ୍କାନାଳ,9/8: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ବ୍ଲକ କେରୋଜୋଳି ଗ୍ରାମ ପାଲା ମଣ୍ଡପ ଠାରେ, ଶୁକ୍ରବାର ଦିନ ପାଞ୍ଚଟି ଗ୍ରାମ ପଞ୍ଚାୟତର ପ୍ରାୟ ୫୦ ଜଣ ଚାଷୀଙ୍କୁ ନେଇ ଜୈବିକ ପ୍ରଣାଳୀରେ ଧାନଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି l ବ୍ଲକର ବାଟଗାଁ, କାନ୍ତୋଲ, କଙ୍କଡ଼ାହାଡ଼,

ମନୀଷ ସିସୋଦିଆଙ୍କୁ ବଡ଼ ଆଶ୍ଵସ୍ତି, ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ,9/8: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦୁଇ ଜଣିଆ ଖଣ୍ଡପୀଠ ତାଙ୍କ ଜାମିନ ଆବେଦନ ଉପରେ ରାୟ

ପୁରୁଷ ହକିରେ ସ୍ପେନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ଜିତିଲା ବ୍ରୋଞ୍ଜ ପଦକ।ସ୍ପେନକୁ ୨-୧ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ। ଅଧିନାୟକ ହରମନପ୍ରୀତ ସିଂହଙ୍କ ଡବଲ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି। ୫୨ ବର୍ଷ ପରେ ଲଗାତାର ୨ଟି ଅଲିମ୍ପିକ୍ସରେ ପଦକ ଜିତିଲା ଭାରତ। ୨୦୨୦

ଉତ୍ତରପ୍ରଦେଶରୁ ଆସିବ ଆଳୁ : ନାଫେଡ଼ ଦେବ, ତିରିଶ ଟଙ୍କାରେ ମିଳିବ

ଭୁବନେଶ୍ୱର : ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟିମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେବେ । ଏହାଦ୍ୱାରା ଖାଉଟିମାନଙ୍କୁ ସୁଲଭ ଦରରେ ଆଳୁ ଉପଲବ୍ଧ

ଆଜି “ପ୍ରଜାତନ୍ତ୍ର” ର ବାର୍ଷିକ ଉତ୍ସବ

ଭୁବନେଶ୍ୱର, 9/8: ଶୁକ୍ରବାର ପ୍ରଜାତନ୍ତ୍ର ପାଳନ କରୁଛି ଏହାର 77ତମ ଜନମବାର୍ଷିକୀ l ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଯାଉଥିବା ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିବେ l ମୁଖ୍ୟବକ୍ତା ଭାବରେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ,