Monthly Archives

August 2024

ବଢୁଛି ପ୍ରଦ୍ୟୁଷଣ : ବିପଦରେ ବ୍ରାହ୍ମଣୀ ଓ କୋଏଲ ପାର୍ଶ୍ବବର୍ତ୍ତୀ ଗ୍ରାମବାସୀଙ୍କ ଜୀବନ

*ନାମକୁ ମାତ୍ର ଚାଲିଛି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ*ସିଧାସଳଖ ବ୍ରାହ୍ମଣୀ ଓ କୋଏଲ ନଦୀରେ ମିଶୁଛି ବର୍ଜ୍ୟଜଳ*ଦୂଷିତ ନଦୀପାଣିକୁ ବ୍ୟବହାର କରୁଛନ୍ତି ୬୦ରୁ ଅଧିକ ବସ୍ତି ଓ ଗାଁ ରାଉରକେଲା,୧୧/୮/୨୪(ପିପିଏସ) : ବର୍ଜ୍ୟଜଳ ପରିଚାଳନା ପାଇଁ ରାଉରକେଲାରେ କାର୍ଯ୍ୟକ୍ଷମ ହୋଇଛି‌

ବିପଦରେ ଧାମରା : କଲାମ୍‌ ଦୀପ ଓ ବନ୍ଦର ସୁରକ୍ଷା ନେଇ ଆଶଙ୍କା

ଧାମରା,୧୧/୮/୨୪(ପିପିଏସ) : ଏବେ ଭାରତ ମୁହାଁ ହୋଇଛନ୍ତି ବାଂଲାଦେଶୀ। ବିଶେଷକରି, ଓଡ଼ିଶାର ଉପକୂଳ ଦେଇ ଶହଶହ ବାଂଲାଦେଶୀ ପ୍ରବେଶ କରିବାପାଇଁ ଉଦ୍ୟମ କରୁଛନ୍ତି। ଯାହାକି, ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ବିଶେଷକରି, ଧାମରା ଅଞ୍ଚଳ ଏଥିନେଇ ଅଧିକ ବିପଦ ରହିଛି ।

ଭିନ୍ନ ଏକ ନଗଡ଼ା : ଅପପୁଷ୍ଟିରେ ଶଢ଼ୁଛନ୍ତି, ଚିକିତ୍ସା ପାଇଁ ମୁହଁ ମୋଡ଼ୁଛନ୍ତି

ଦଶପଲ୍ଲା୧୧/୮/୨୪(ପିପିଏସ) : ଫୁଙ୍ଗୁଳା ଦେହ ସାଙ୍ଗକୁ ନୁଖୁରା ମୁଣ୍ତ । ଆଖି କୋରଡ଼କୁ ପଶି ଯାଇଛି। କିଏ ବଣପାହାଡ଼ ବୁଲି ପାଚିଲା ତାଳ ଖାଉଛି ତ କାହା ହାତରେ ଲୁଣ ସାଙ୍ଗକୁ ବାସି ତୋରାଣି। ଅପପୁଷ୍ଟିର ଶିକାର ହୋଇଥିବା ଗାଁର ଏମିତି ମାଳମାଳ ପିଲା ଘୂରି ବୁଲୁଛନ୍ତି। ହେଲେ ଡାକ୍ତରଖାନା

ପାଉଁଶ ଗୁଣ୍ଡରେ ଅଣନିଶ୍ୱାସ ଜନସାଧାରଣ : ବିନା ଅନୁମତିରେ ୫୦ ପାଉଁଶ ପାହାଡ଼

ଝାରସୁଗୁଡ଼ା,୧୧/୮/୨୪(ପିପିଏସ) : ବର୍ଷେ ହେଲା ଝାରସୁଗୁଡ଼ା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଲୋ’ ଲ୍ୟାଣ୍ଡ ଫିଲିଂ ନାମରେ କୌଣସି ଖାଲୁଆ ଜମିରେ ପାଉଁଶ ପୋତିବାକୁ ଅନୁମତି ଦିଆଯାଇନାହିଁ। ଖୋଦ ଏସ୍‌ପିସିବିର ଆଞ୍ଚଳିକ କାର୍ଯ୍ୟାଳୟର ଏହା ସୂଚନା । ଅଥଚ ଏହି ଅବଧି ଭିତରେ

କଲ୍ୟାଣୀ ପ୍ଲାଜା ଆପାର୍ଟମେଣ୍ଟ ଡବଲ ମର୍ଡର ଘଟଣା : କ୍ରାଇମ୍‌ସିନ୍‌ ରିକ୍ରିଏଟ କଲା ପୋଲିସ

ଭୁବନେଶ୍ୱର,୧୧/୮/୨୪(ପିପିଏସ) : ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଡବଲ ମର୍ଡର ଘଟଣାରେ ସିନ ରିକ୍ରିଏଟ କରିଛି ପୋଲିସ । ୨ ଅଭିଯୁକ୍ତ ପ୍ରଦୀପ ମଲ୍ଲିକ ଏବଂ ଗଣେଶ ମଲ୍ଲିକଙ୍କୁ ନେଇ କ୍ରାଇମ୍‌ ସିନ୍ ରିକ୍ରିଏଟ କରିଛି କମିଶନରେଟ୍‌ ପୋଲିସ୍ । ହତ୍ୟାରେ ବ୍ୟବହୃତ ଛୁରୀକୁ ପାଞ୍ଚଗାଁ

ଆଳୁ ସମସ୍ୟା ଦୂର କରିବାକୁ, ଫୋନରେ ମମତା-ମୋହନ ଆଲୋଚନା

ସମସ୍ୟା ଦୂର କରିବାକୁ ଅନୁରୋଧ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶୃତିଭୁବନେଶ୍ୱର,୧୧/୮/୨୪(ପିପିଏସ) : ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଟେଲିଫୋନ ଯୋଗେ ମମତା ବାନାର୍ଜୀଙ୍କ

ସ୍ୱାଧୀନତା ଦିବସରେ କି’ଏ କେଉଁଠି ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର,୧୧/୮/୨୪(ପିପିଏସ) : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କି’ଏ କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ସରକାରଙ୍କ ପକ୍ଷରୁ ରବିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗରେ ଅନୁଷ୍ଠିତ

“ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମକୁ ନେଇ ସାଙ୍ଘାତିକ ଅଭିଯୋଗ

ବିଜେଡି କର୍ମୀଙ୍କୁ ଖୁସି କରିବାକୁ ଚୟନ ହୋଇଛି ଅନେକ ପ୍ରକଳ୍ପ* ଅଧା କାମ କରି ପୁରା ବିଲ ନେଇଗଲେ ଠିକାଦାର* ଏସ୍ଟିମେଟ ଠାରୁ କମ କାମରେ ହୋଇଛି ସମ୍ପୂର୍ଣ୍ଣ ବିଲ କେନ୍ଦୁଝର,୧୧/୮/୨୪(ପିପିଏସ) : କେନ୍ଦୁଝର ଜିଲ୍ଲାରେ "ଆମ ଓଡିଶା ନବୀନ ଓଡିଶା"ର ଅନେକ ପ୍ରକଳ୍ପ ଅଧପନ୍ତରିଆ ହୋଇ

ଦେଶର ପ୍ରଥମ ବୃହତ୍ ସୋଲାର ପ୍ଲାଣ୍ଟ ସ୍ଥାପନ କରିବ ରିଲାଏନ୍ସ

ମୁମ୍ବାଇ/ଭୁବନେଶ୍ୱର: ୧୧-୦୮-୨୪( ପିପିଏସ ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏହାର ପ୍ରଥମ ସୌର ଗିଗା-କାରଖାନା ଆରମ୍ଭ କରିବାକୁ ଯୋଜନା କରୁଛି। ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ୨୦୩୫ ସୁଦ୍ଧା କାର୍ଯ୍ୟରୁ ନିଟ୍-ଶୂନ୍ୟ କାର୍ବନ

ପରୀକ୍ଷାବେଳେ ବିମାନ ଦୁର୍ଘଟଣା: ୨ ପାଇଲଟ ଆହତ

ଭୋପାଳ/ଭୁବନେଶ୍ୱର: ୧୧-୦୮-୨୪( ପିପିଏସ ): ମଧ୍ୟପ୍ରଦେଶର ଗୁନାରେ ଏକ ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଇଞ୍ଜିନ ଫେଲ ହେତୁ ଏହି ଦୁର୍ଘଟଣା ଘଟିଛି । ବିମାନରେ ଦୁଇଜଣ ପାଇଲଟ ଥିଲେ। ବିମାନ ଉଡ଼ାଣର ମାତ୍ର ୪୦ ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।