Monthly Archives

August 2024

ଦୁନିଆ ଦେଖିବ ୟୁଭିଙ୍କ ବାୟୋପିକ୍‌

ମୁମ୍ବାଇ /ଭୁବନେଶ୍ୱର,୨୦-୮-୨୪(ପିପିଏସ): ତାରକା କ୍ରିକେଟର ତଥା କର୍କଟ ଭଳି ରୋଗକୁ ପରାସ୍ତ କରିଥିବା ଯୁବରାଜ ସିଂହଙ୍କ କାହାଣୀ ଏବେ ବଡ଼ ପରଦାକୁ ଆସିବ। ତାଙ୍କ ବାୟୋପିକ୍‌ ଘୋଷଣା କରାଯାଇଛି। ଏହି ବାୟୋପିକ୍‌କୁ ଟି-ସିରିଜ୍‌ ବ୍ୟାନରରେ ନିର୍ମାଣ କରାଯିବ। ଭୂଷଣ କୁମାର ଓ ରବି ଭଗଚାନ୍ଦକା

ବନ୍ଧାହେଲେ ହେଲେ ଅଭିନେତା ସମ୍ରାଟ ମୁଖାର୍ଜୀ

କୋଲକାତା/ଭୁବନେଶ୍ୱର,୨୦-୮-୨୪(ପିପିଏସ): ଟଲିଉଡ଼ ଅଭିନେତା ସମ୍ରାଟ ମୁଖାର୍ଜୀଙ୍କୁ ଗିରଫ କରିଛି ପୁଲିସ। ସେ ତାଙ୍କ କାର୍‌ରେ ଜଣେ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। କୋଲକାତା ପୁଲିସ ମଙ୍ଗଳବାର ଅଭିନେତାଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ଅଭିନେତାଙ୍କୁ

ଆଳୁ ପରେ ବଢ଼ିଲା ପିଆଜ ଦର : ଖାଉଟି ମୁଣ୍ଡରେ ଚଡ଼କ

ଭୁବନେଶ୍ୱର,୨୦-୮-୨୪(ପିପିଏସ) : ରାଜ୍ୟରେ ଆଳୁ ଦର ବୃଦ୍ଧି ପରେ ଏବେ ଉପର ମୁହାଁ ହୋଇଛି ପିଆଜ । କିଛି ଦିନ ମଧ୍ୟରେ ପିଆଜ ଦର ୧୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି । ଏବେ ବଜାରରେ ପିଆଜ କିଲୋ ପ୍ରତି ୫୦ଟଙ୍କାରେ ବିକ୍ରି ହେଉଛି । ନାସିକରୁ ରାଜ୍ୟକୁ ପିଆଜ କମ ପରିମାଣରେ ଆସୁଥିବାରୁ ଦର

କଲିକତା ଘଟଣାକୁ ନେଇ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା : ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ

ସମ୍ବଲପୁର, ୨୦-୮-୨୪(ପିପିଏସ) : ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କଲିକତାର ଡା.ମୋୖମିତା ଦେବନାଥଙ୍କ ବଳତ୍କାର ଓ ଜଘନ୍ଯ ହତ୍ୟାର ଦୃଢ ପ୍ରତିବାଦରେ ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହି ମର୍ମରେ ଆଜି ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିକ୍ଷୋଭ

ଟ୍ରେନରେ ଆସୁଛି ୪୮ ହଜାର କ୍ବିଣ୍ଟାଲ ଆଳୁ : ଯୋଗାଣ ମନ୍ତ୍ରୀ

*୩ ଦିନ ମଧ୍ୟରେ ଶେଷ ହୋଇଯିବ ଗଚ୍ଛିତ ଆଳୁ*ବ୍ୟାପକ ଆଳୁ ରଖିଥିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର,୨୦-୮-୨୪(ପିପିଏସ) : ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖା ଦେଇପାରେ। ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ସୂଚନା ଦେବା ପରେ ଯୋଗାଣ ମନ୍ତ୍ରୀ

ଟି-ସେତୁ ଆଲୋକୀକରଣ ଉଦଘାଟନ ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

କଟକ,୨୦-୮-୨୪(ପିପିଏସ) : କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ପ୍ରସିଦ୍ଧ ଶୈବପୀଠ ସିଂହନାଥ ନିକଟ ଟି-ସେତୁ ଆଲୋକୀକରଣ ଉଦଘାଟନ ସହିତ ବ୍ଲକର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ଏବଂ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା l ଏହି କ୍ରମରେ ବଡ଼ମ୍ବା

ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ସାଂସଦ ଭର୍ତ୍ତୃହରି ମହତାବ

*ବଦଳିବ କାନପୁର ସ୍ୱାସ୍ଥ୍ୟକେନ୍ଦ୍ର ରୂପରେଖ *ନରସିଂହପୁର ମେଡିକାଲରେ ହେବ ଷ୍ଟାଫ କ୍ୱାଟର୍ସକଟକ ,୨୦-୮-୨୪(ପିପିଏସ) : କଟକ ଜିଲ୍ଲା ବଡମ୍ବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାନପୁର ମେଡିକାଲରେ ନୂତନ ପ୍ରସୂତି ଗୃହ ଓ ଅନ୍ତେବାସୀ ପ୍ରକୋଷ୍ଠର ଶୁଭ ଉଦଘାଟନ ସହିତ ନରସିଂହପୁର ମେଡିକାଲର

୨୧ ଭାରତ ବନ୍ଦ କୁ ସମର୍ଥନ କରିବ ଏସସିଏସଟି ଯୁଗ୍ମ କ୍ରିୟାନୁଷ୍ଠାନ କମିଟି

ବଲାଙ୍ଗୀର,୨୦-୮-୨୪(ପିପିଏସ) : ଆସନ୍ତା 21ରେ ଭାରତ ବନ୍ଦକୁ, ଟିଟିଲାଗଡ଼ ଏସସିଏସଟି ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମର୍ଥନ କରାଯିବ l ଏନେଇ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଆଦିବାସୀ ଭବନ ପରିସରରେ ଯୁଗ୍ମ କମିଟି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା

ରାକ୍ଷୀରେ ଅଘଟଣ : ଭଉଣୀକୁ ଛୁରୀ ଭୁସି ହତ୍ୟା କଲା ଭାଇ

ବ୍ରହ୍ମପୁର,୧୯-୮-୨୪(ପିପିଏସ) : ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ହତ୍ଯାକାଣ୍ଡ। ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀକୁ ଛୁରା ମାଡ଼ କରି ହତ୍ୟା କରିଛି ଭାଇ । ମୃତକ ହେଲେ ୧୩ ବର୍ଷୀୟା ପ୍ରଜକ୍ତା ପାଣିଗ୍ରାହୀ । ନିମଖଣ୍ଡି ଲୋଚପଡା ଅଞ୍ଚଳରେ ତାଙ୍କର ଘର। ବଡ଼ବଜାର ଜଗନ୍ନାଥ

ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ : ଜଣକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୩ ଜଣ

ପୁରୀ,୧୯-୮-୨୪(ପିପିଏସ) : ପୁରୀ ଟାଉନ ଥାନା ହାଡଗୋଡିଆସାହି ଛକରେ, ପୂର୍ବ ଶତ୍ରୁତାକୁ ନେଇ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ହୋଇଥିବା ବ୍ୟକ୍ତି ହେଲେ ହରିହର ସାହୁ l ତାଙ୍କ